by Satyaprakash Sethy, M. A(UGC NET) ✓ · 1 Jul 2019
ଝିଅଟି କିନ୍ତୁ ଗୋଟିଏ ଚାଉଳରେ ଗଢା। ଯେମିତି ରୂପବତୀ ସେମିତି ଗୁଣବତୀ। ତନୁ ପାତିଳୀ, କଟି ସରୁ, ମୃଗ ନୟନା, ଚମ୍ପା ଗୋରା ସର୍ବୋପରି କୋଟି ଜନ ମନ ଆକର୍ଷି ସୁବର୍ଣ୍ଣମୟୀ କାନ୍ତି। ବୁଦ୍ଧି ବିବେକ ପ୍ରଚଣ୍ଡ। ଯୁକ୍ତିଯୁକ୍ତ କଥା।
Loading comments…
Loading comments…