by Lokanath Rath ✓ · 31 Aug 2021
ତାକୁ ସମସ୍ତେ ଗାଆଁରେ ଶୁକ ସାହୁ କଥାରେ ପଡି ଡାହାଣୀ ବୋଲି କହୁଛନ୍ତି, ତେଣୁ ମୋ ପୁଅକୁ ସେ ଲୁଚି ଲୁଚି ଦେଖିବାକୁ ଆସୁଥିଲା ଓ ଚାଲି ଯାଉଥିଲା l ଦେଖିବେ ମୋର ପାଞ୍ଚ ବର୍ଷର ପୁଅ ରାଜା ମୋ ବୋଉକୁ କଣ ବୋଲି ଡାକୁଛି ?
Loading comments…
Comments
Loading comments…