by kamal kumar dash ✓ · 25 Jun 2019
ଝଡ଼ ପରେ ଟାଟା ଆବସ୍ଥା ଦେଖି ସମସ୍ତେ ଦୁଃଖରେ ଭାଙ୍ଗି ପଡିଲେ । ଭାଙ୍ଗି ପଡିଥିବା ଗଛରୁ ଫୁଲ ପତ୍ର ତୋଳୁ ତୋଳୁ ଭରିଲା ଆଖିରେ ବୋଉ କହିଲା ନିଅ ଫୁଲ ଖାଇବାକୁ କହୁଥିଲ ନା ଏବେ ମନ ଖୁସିରେ ଶେଷଥର ପାଇଁ ଫୁଲ ଭଜା ଖାଇ ଦିଅ । ଏ ଫୁଲରେ ତୁମର ସବୁ ନଜର ଲାଗିଗଲା ଓ ଗଛ ଭାଙ୍ଗି ପଡିଲା ।
Loading comments…
Loading comments…