by MADHU MITA ✓ · 3 Jul 2022
ତା ଗତିବିଧି ଉପରେ ନଜର ରଖିଥିବା ଚାରି ଜଣ ପିଶାଚ ତା ଘରକୁ ଆସିବା ରାସ୍ତାରେ ଅପେକ୍ଷା କରି ରହିଥିଲେ । ସୁଯୋଗ ଦେଖି… ଓଃ..ମୃତ୍ୟୁ ସହିତ ପ୍ରତ୍ୟହ ନିଜ ହାତରେ ଖେଳୁଥିବା ମୋ ପରି ଏ ଘାତକ ବର୍ଣ୍ଣନା କରି ପାରୁନି ସେ ବିଭତ୍ସ ଘଟଣା..!!
Loading comments…
Loading comments…