by shantilata devi ✓ · 10 Oct 2020
ମୁଁ ଯହୁଁ ବଡ଼ ହେଲି, ଏତେ ଦୁଷ୍ଟ ହେଲିଯେ ଘରେ ସମ୍ଭାଳିବା କଷ୍ଟ କର ହୋଇ ପଡ଼ିଲା ସ ବୁ ଦିନ ବାପା ଅଫିସରୁ ଆସିଲା ବେଳକୁ ମୋ ନାମରେ ଲକ୍ଷେ ଛପନ ଅଭିଯୋଗ ଆସିଥାଏ।କା ବାଡିରୁ ପିଜୁଳି ,କାର ନାଡି ଆ ଗଛରୁ ନଡିଆ,ଆମ୍ବ ତୋଟାରୁ ଆମ୍ବ ତୋଲି ଆଣିଲ
Loading comments…
Loading comments…