by Sachidananda Kar ✓ · 21 Jul 2021
ଦିନେ ଗୋଟେ ଗପ ପଢିଦେଲା ପରେ ମୁଁ ବହୁତ ପ୍ରଭାବିତ ହୋଇଗଲି।ସେ ଗପର ଲେଖକ କିଏ ମୋର ମନେନାହିଁ।ମୁଁ କିନ୍ତୁ ବାରମ୍ବାର ପଢିଥିଲି ସେଇ ଗପଟିକୁ।ତା'ପରେ ମୁଁ ଟିକେ ବଦଳିବାକୁ ଚାହିଁଲି।ଗୋଟେ ନୂଆ ପ୍ରକାର ଜୀବନ ବଞ୍ଚିବାକୁ ମୋର ଇଚ୍ଛା ହେଲା।
Loading comments…
Comments
Loading comments…