by Trushna Das ✓ · 22 Nov 2021
ହଠାତ୍ ଟ୍ରେନରୁ ଓହ୍ଲାଇ ଶୁଭମ ଓ ମିଶ୍ରି ଯାଇ ପଛ ପଟୁ ରଘୁବୀରଙ୍କୁ ଡାକି ପ୍ରଣାମ କଲେ ଏବଂ କହିଲେ ଆପଣଙ୍କର ଆଜିର ଇସ୍କନ ମନ୍ଦିରରେ ହେବାକୁ ଥିବା ଆଧ୍ୟାତ୍ମିକ ପ୍ରୋଗ୍ରାମକୁ ଆମେ ନିହାତି ଯିବୁ। ଆଉ ଆପଣ ଆମ ବିବାହକୁ ନିହାତି ଆସିବେ।
Loading comments…
Comments
Loading comments…