by Manju Rath ✓ · 16 Aug 2019
ସମ୍ପର୍କ ର ଦଉଡି କଣ ଏତେ ଦୁର୍ବଳ ଥିଲା ଯେ ଛିଣ୍ଡାଇବାକୁ ଟିକିଏ ବି କୁଣ୍ଠାବୋଧ କଲନି ।ତୁମେ ଓ ମୁଁ ର ପ୍ରଥମ ସାକ୍ଷାତ ନିଆରା ସେ ଅନୁଭୂତି ।ବୋଧେ ମୁଁ ଖାଲି ହୃଦୟଙ୍ଗମ କରି ପାରିଥିଲି ।
Loading comments…
Loading comments…