by Narayan chandra Senapati ✓ · 17 May 2019
ଗୋଟିଏ କଥାରେ ରୋବଟର ମନ ଫାଟିଯାଉଥିଲା ତାହା ହେଲା କେତେକ ଲୋକଙ୍କର ସ୍ୱାର୍ଥପରତା, ହିଂସା,ଈର୍ଷା,କପଟତା ଓ ଅହଂକାର । ଏସବୁ ଯେଉଁଠି ଦେଖିଲେ ସେ ମୁହଁ ବୁଲାଇଦେଇ ଚାଲିଯାଉଥିଲା । ଅବଶ୍ୟ ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ ନରମ ଗଳାରେ ହାତଯୋଡି ବିନମ୍ର ନିବେଦନ ବି କରିଥିଲା ।
Loading comments…
Loading comments…