by Pallabi Das ✓ · 30 Apr 2019
ଜାଣିନି ସେ ବଞ୍ଚିଛନ୍ତି କି ନାହିଁ, ପୁଣି ଦେଖା ହବ କି ନାହିଁ ଜଣା ନାହିଁ , ତାଙ୍କ ଠିକଣା ବି ଜଣା ନାହିଁ ବାସ୍ ହାତ ଯୋଡ଼ି ଦିଏ ତାଙ୍କ ମଙ୍ଗଳ କାମନା କରି, "ଯୋଉଠି ବି ଥାନ୍ତୁ ଭଲରେ ଥାଆନ୍ତୁ" |
Loading comments…
Loading comments…