by puspanjali das ✓ · 24 Apr 2022
କଲମକୁ ଧରିନେଲେ ସାନଭାଇଙ୍କ ତୁଳୀ ପରି ଲାଗୁଥିଲା...ଆଉ ଖାତାଟିଏ ଖୋଲିଦେଲେ ଗାର ସବୁ ଲିଭିଯାଇ ଡ୍ରଇଂ ପେପର ଭଳି ଲାଗୁଥିଲା!
Loading comments…
Loading comments…