by Sunanda Mohanty ✓ · 12 Nov 2021
ସ୍ୱାମୀ ଟୁରରେ, ଛୋଟ ପୁଅ ଝିଅଙ୍କୁ ଛାଡି ମତେ ସବୁ ଦିନ ବାର କିଲୋମିଟର ସ୍କୁଲ ଯିବାକୁ ପଡେ, ପଡୋଶୀ ସଙ୍ଗେ ବିବାଦୀ ହେଲେ ପୁଅ ଝିଅଙ୍କ ଜୀବନ ପ୍ରତି ଆଶଙ୍କା ଅଛି ତ ପ୍ରଭୁ ଭରସା, ତାଙ୍କୁ ପ୍ରାର୍ଥନା କରି ବିଗଳିତ ହୃଦୟରେ ଶୋଇପଡ଼ିଲି l
Loading comments…
Comments
Loading comments…