by RAKHAL CHANDRA SWAIN ✓ · 3 May 2022
ଚାଷୀ କ୍ଷତି ସହିସହି, ଚାଷ ଛାଡି ଦେଲେଣି । ଆଉ କେହି ଯଦି ଚାଷ କରୁଛି, ସେ ଆଉ ଗୋବର ଖତ ବିଲରେ ଦେଉନି,କାରଣ,ଘରେ ଆଉ ଗାଇ ଗୋରୁ ନାହାନ୍ତି । କେବଳ ରାସାୟନିକ ସାର ପ୍ରୟୋଗ ଦ୍ୱାରା, ମାଟିର ଅମଳ କ୍ଷମତା କମିକମି ଆସୁଛି ।
Loading comments…
Loading comments…