by Himalini Hota ✓ · 11 Mar 2022
ହଟାତ ତାକୁ ଦୂରରୁ ଦେଖାଗଲା ମେନ ରୋଡ଼ ଉପରେ ଗୋଟିଏ କାର ଓଲଟି ପଡିଛି ଏତେ ବଡ଼ ଭୟଙ୍କର ଦୁର୍ଘଟଣା ହୋଇଛି ଯେ କାରଟିର ସମ୍ମୁଖ କାଚ କିଛି ନାହିଁ ପୁରା ଚୁର ମାର ତତ ସହିତ କାରଟି ପୁରା ଲୋଚା ଚେପା ହୋଇଯାଇଛି ଦୌଡ଼ି ଗଲା ସେ ପାଖକୁ।
Loading comments…
Loading comments…