by Kamala Satpathy ✓ · 16 Sept 2018
ଏଥର ତାକୁ ଫେରିବାକୁ ହେବ ନିଜ ସଂସାର ଭିତରକୁ । ‘ନାଲି ବାକ୍ସ’ ବାହାରର ଜୀବନକୁ । ଆଖିରୁ ତଥାପି ଝରୁଛି ଲୁହ । ପୋଛିବାକୁ ହାତ ଉଠେଇଲା ନାହିଁ ।
Loading comments…
Loading comments…