by Sudhir Dwibedy ✓ · 19 Dec 2018
ସେ ଦେଖିଲା ନାଲି ଗୋଲାପ ଫୁଲଟିଏ ବଢ଼ାଇ କମଳା ତା ଆଡ଼କୁ ଇସାରା କରି ଚାଲିଛି । ଜୀବନରେ ସବୁକିଛି ପାଇଯାଇଥିବା ଆନନ୍ଦରେ ବିଭୋର ହୋଇପଡିଲା ଜିତୁ ।
Loading comments…
Loading comments…