by Himalini Hota ✓ · 11 Apr 2022
ଦୁର୍ଘଟଣା ସ୍ଥଳ ଠାରୁ କିଛି ଦୂରରେ ସେ ଉପହାର ଦେଇଥିବା ନାଲି ଓଢଣୀଟି ପଡିଥିବା ଦେଖି ତାକୁ ଧରି ସଞ୍ଜିତ କାନ୍ଦି କାନ୍ଦି ଫେରିଆସିଥିଲେ । ଆଉ ସେହି ଓଢଣୀକୁ ସାଇତି ରଖିଥିଲେ ଅନନ୍ୟାର ସ୍ମୃତି ସ୍ୱରୂପ ।
Loading comments…
Loading comments…