ପ୍ରିୟା କହିଲା ନାହିଁ ଲୋ ମୋ ଗେହ୍ଲି ପରୀ ସେ ଗଲାନି ମୁଁ ତାକୁ ବାହାର କରି ଦେଲି , କାରଣ ତାକୁ ୟେ ଜଣା ନ ଥିଲା କି ଆଜି କାଲି ଝିଅ କିଛି ବି କରିପାରିବେ, ଦୁର୍ବଳ ନୁହଁନ୍ତି, ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବେ । ପୁରୁଣା ପରମ୍ପରା ନୀତି ନିୟମ ର ବେଡିରେ ବାନ୍ଧି ହୋଇ କେବଳ ଗୃହସ୍ଥି ସମ୍ଭାଳିବା ଆଉ ଅତ୍ୟାଚାର ସହିବା ପାଇଁ ସେ ଜନ୍ମ ହୋଇ ନାହାନ୍ତି ।
Loading comments…