by Debaki Behera ✓ · 28 Jul 2021
ବାପାଙ୍କୁ ମୁଁ ପିଲାଟି ଦିନରୁ ଦେଖି ଆସିଛି ସେ ବହୁତ୍ ଶାନ୍ତ, ସରଳ ଓ ନମ୍ର। କୌଣସି କଥାରେ ଯୁକ୍ତି କରୁଥିବାର ମୁୱ ତାଙ୍କୁ କେବେ ଦେଖିନି । ମମି ପଛେ ରାଗେ କିନ୍ତୁ ବାପା କେବେ ବି ମୋ ଉପରେ ରାଗନ୍ତିନି ।
Loading comments…
Loading comments…