by Sunanda Mohanty ✓ · 14 Nov 2021
କାର୍ତ୍ତିକପୂର୍ଣ୍ଣମୀରେ କଦଳୀପାଟୁକାରେ ଡ଼ଙ୍ଗା କରି ଭସାଇଥିଲା ପାଣି କୁଣ୍ଡରେ, ଆଉ ସେହି ଦିନ ବାପା ଓ ପୁଅ ସହ ଯାଇଥିଲା ସ୍ୱାମୀନାରାୟଣଙ୍କ ମନ୍ଦିର ବା ଅକ୍ଷରଧାମ .
Loading comments…
Loading comments…