by Seetaram Dash ✓ · 27 Nov 2019
ଶହ ଶହ ଛବିରାଣୀ, ତା ସହିତ ବେବିନାର କରୁଣ କାହାଣୀ। ପ୍ରତିଟି ପାଦରେ ବଞ୍ଚି ରହେ ସେ ଡରି ମରି। ଦୋଷ କାହାର?, ବୋଧେ ତା ଭାଗ୍ୟର କାରଣ ସେ ଝିଅ।
Loading comments…
Loading comments…