by Sachidananda Kar ✓ · 11 Jan 2022
କେତେବେଳେ ଖଣ୍ଡା, କେତେବେଳେ ବିଷ ଲେଖା ହୋଇଥିବା ଶିଶି ଓ କେତେବେଳେ ମଦର ଭ୍ରମ ସୃଷ୍ଟି କରୁଥିବା ନାଲି ରଙ୍ଗର ପାଣି ବୋତଲ ମୋ ହାତରେ ଧରାଇ ଦେଉଥିଲେ ନିର୍ଦ୍ଦେଶକ । କେଉଁ ଦୃଶ୍ୟରେ କେମିତି ଅଭିନୟ କରିବାକୁ ହେବ ବୁଝାଇ ଦେଉଥିଲେ ।
Loading comments…
Loading comments…