ମୋ ଛୁଆ ଦିଟାଙ୍କ ଭବିଷ୍ୟତ କଣ ହେବ?ମୋତେ ତୁମେ ଘୃଣା କରିପାର,କିନ୍ତୁ ସେଇ ମୁହୂର୍ତ୍ତରୁ ମୁଁ ଗୋଟେ ନିଷ୍ପତ୍ତି ନେଲି ଖେଳାଇ ଖେଳାଇ ମାରିବି ସବୁ ଦେହ ଖିଆ ରାକ୍ଷସଙ୍କୁ।ସେଇ ଦିନଠୁ ନିଶିଗନ୍ଧା ମରିଗଲା।ଜନ୍ମ ନେଲା ନୈଶ ନିଶା।ଦେଖ ମୋ ପେଟର ଚିହ୍ନ।ଯେଉଁଦିନ କେହି ଏ ଦେହକୁ ଝୁଣେ ତାପରେ ମୁଁ ନିଜ ପେଟ କାଟେ ଛୁରୀରେ।ମୋ ପେଟରେ ଯେତିକି ଟି ଦାଗ ସେତିକି ଥର ମୁଁ ବଳତ୍କାର ହୋଇଛି କାହାର ଭୋକ ସଉକ ମେଣ୍ଟାଇବା ପାଇଁ।
Loading comments…