by Titi Sarangi ✓ · 12 Jan 2021
ସେ ଓଡ଼ିଆ ଘରର ବୋହୂ । ପୁରୁଣା ହେଲେ ବି ନୂଆ ।ନା ବଡ ପାଟିରେ କଥା କହିବ ନା ମୁଣ୍ଡରୁ ଓଢ଼ଣା ଖସିବ । ବାସ୍ ଜୀବନଟେ ଅଛି ଜୀଇଁବ କେବଳ ମଲା ଯାଏ ।
Loading comments…
Loading comments…