by Sudhanjali Mishra ✓ · 8 Jul 2019
ସେ ଭାବି ପାରିଲା ନାହିଁ ନୂତନ ମାତୃତ୍ବ ଲାଭରେ ଏବଂ ନାରୀ ଜନ୍ମର ସାର୍ଥକତାରେ ଆନନ୍ଦରେ ଆତ୍ମହରା ହେବ ନା' ଏଡ଼ସ୍ ଦ୍ବାରା ସଂକ୍ରାମିତା ଭାବି ମର୍ମାହତ ହେବ । ସତେକି ତା'ର ପାଦତଳୁ ମାଟି ଧସେଇ ହୋଇ ଚାଲିଗଲା । ସେ ଯେ ଦୁହିତା କ'ଣ ବା 'ଜବାବ ଦେବ ଦୁଇ ପରିବାରକୁ,ସମାଜକୁ ?
Loading comments…
Loading comments…