by Aliva Lenka ✓ · 20 Aug 2021
ତାର ଏଇ ଫେରି ଯିବାଟା ଆଜି ନୂଆ ନୁହଁ, ଯେବେଠୁ ଗଲା ବରଷର ମହାମାରୀରେ ମାଧବ ଆର ପାରିକୁ ଯାଇଛି, ସେବେଠୁ ସବୁଦିନ ସେ ଆସେ, ନଦୀ କୁଳରେ ଏମିତି ବସେ ... "ନେଇ ଯାରେ ମେଘ ମୋତେ " ଗୀତ ଗାଇ ଗାଇ ସଞ୍ଜ ବେଳେ ଏକା ଏକା ଘରକୁ ଫେରେ l
Loading comments…
Loading comments…