by Soumya Shubhadarshinee ✓ · 25 Feb 2021
ଆଜି ତାରା ଆସିଛି, ପବିତ୍ର ପ୍ରେମ ଦିବସରେ ଫେରି ଆସିଛି । ଦେହରେ ବିଗତ ଦିନର ନଷ୍ଟ ଦାଗ ନେଇ ଆସିଛି, ଉଜୁଡା ସୌନ୍ଦର୍ଯ୍ୟ ଆଉ ବାସହୀନ ସ୍ୱପ୍ନ ନେଇ ଆସିଛି । ବସିଛି ଘରେ ଖୁଣ୍ଟ ହେଇ । ନିଆଁ ଚରି ଯାଇଛି ସାରା ଘରେ ତା' ଉପସ୍ଥିତିରେ ଯେମିତି ।
Loading comments…
Loading comments…