by Suchitra Rath ✓ · 17 Jun 2019
ହାତ ଧରି ଚାଲି ଶିଖେଇ ଥିବା ବାପାଙ୍କୁ ସେ ହାତ ଧରି ଚଲେଇ ନେବାର ଚେଷ୍ଟାରେ ଲାଗି ପଡିଥିଲା । ମୁଣ୍ଡ କୁଣ୍ଡେଇ ଦେଉଥିଲା, ନଖ କାଟି ଦେଉଥିଲା ପାଦରେ ତେଲ ଘଷି ଦେଉଥିଲା । ସତେ ବା ସେ ତାଙ୍କ ଝିଅରୁ ମା' ହୋଇ ଯାଇଥିଲା । ସେ ବୁଝି ବାକୁ ଚାହୁଁ ନଥିଲା ଯେ, ସବୁ କାହାଣୀ ର ଏକ ଅନ୍ତ ଅଛି ।
Loading comments…
Loading comments…