by jyotsna mayee panda ✓ · 30 Apr 2021
ଆଜି ବି ସେ କୋହର ବହ୍ନି ଜଳୁଛି ମୋ ଛାତି ଭିତରେ l ସବୁ ଜନ୍ମ ପାଇଁ ତୁମେ ହିଁ ଆସିବ ସାଥିଟେ ହୋଇ ଜୀବନର ସେଇ ରଙ୍ଗମଞ୍ଚରେ l
Loading comments…
Loading comments…