by jyotsna mayee panda ✓ · 8 Aug 2021
ଭାଇ ଛୁଟିରେ ପୁଣି ଆସିବ ବୋଲି ଖୁବ ଖୁସି ହୋଇ ଫୋନ କଲେ l କୀର୍ତ୍ତି ନିଜ ପାଇଁ ବହେ ଜିନିଷ ଆଣିବା ପାଇଁ ଭାଇକୁ କହିଲା l ସେ ବି ଗୋଟେ ବୋଲି ସୁନାନାକି ଭଉଣୀ କଥା କେମିତି ବା କlଟନ୍ତେ l
Loading comments…
Loading comments…