by jyotsna mayee panda ✓ · 23 Jun 2021
ଖୁବ୍ ଶ୍ରଦ୍ଧାରେ ସେ ନୀଳ ଶାଢ଼ୀଟା ଢାଙ୍କି ଦେଲା ତା ମର ଶରୀର ଉପରେ..ଶେଷ ଥର ପାଇଁ... କାରଣ ନୀଳ ରଙ୍ଗ ସ୍ଵାତୀର ଖୁବ ପସନ୍ଦ....
Loading comments…
Loading comments…