by Pravanjan Dash ✓ · 27 Oct 2021
ବ୍ୟାଗ୍ ଖୋଲି ଫୋନ୍ ଟିକୁ କାଢି ଦେଖେତ ଏକ କଲ୍ ଆସିଛି ସାହସର ସହିତ କଲକୁ ରିସିଭ୍ କରି “ହ୍ୟାଲୋ” କହିବା କ୍ଷଣି ଶୁଣାଗଲା ଜଣେ ମହିଳାଙ୍କର ଭୟ ମିଶା ସ୍ୱର, “ଆଜ୍ଞା ମୋ ବ୍ୟାଗ୍ ଟା ବାଟରେ ଖସି ପଡିଛି”।
Loading comments…
Loading comments…