Loading…
ଆଉ ସୁମନ ଆଉ ସ୍ମୃତିଙ୍କର ଏଇ ନୀରବ ପ୍ରେମ ଯେତେବେଳେ ବନ୍ଧବାଡ଼ ଡେଇଁ ମନ, ହୃଦୟ,ଆଖି ଡେଇଁ ଓଠ ପର୍ଯ୍ୟନ୍ତ ଆସିପାରିଛି ବର୍ଷା ବା କେମିତି ଚୁପ ରହିଥାନ୍ତା ଯେ ? ସେଦିନ ଦୁହିଙ୍କର ମିଳନର କାହାଣୀ ରଚିଥିବା ବର୍ଷା ଆଜି ଦୁହିଁଙ୍କର ପ୍ରେମର ସାକ୍ଷୀ ହେଇ ଖୁସିରେ ରିମ୍ ଝିମ୍ ସୁରରେ ନାଚୁଛି । ସ୍ମୃତି ଆଉ ସୁମନଙ୍କ ନୀରବ ପ୍ରେମର ମହମହ ବାସ୍ନା ଖେଳିଯାଉଛି ପୃଥିବୀ ବକ୍ଷରେ ।
Comments
Loading comments…