by Tapaswini Dash ✓ · 2 Aug 2018
ଥମି ଯାଇଥିଲା କୋଳାହଳ । କ୍ଷତାକ୍ତ ,ଘର୍ମାକ୍ତ ଶରୀର ରୁ ପୋଛିଲା ଝାଳ। ସେ ବଞ୍ଚିବ ପିଲାଟା ପାଇଁ ନିଜ ରକ୍ତ ପାଇଁ ଏକ ଅଲଣା ଜୀବନ କୁ ନେଇ।
Loading comments…
Loading comments…