Loading…
ମୁଁ ବି ତମର ଝିଅ । ତମ ସୁନି ପରି ସରଳ ଝିଅ ମୁଁ ନୁହେଁ ବାପା ,ମୁଁ ଦୁଷ୍ଟ ସୁଜାତା ,ବାପା । କଥା ଦଉଛି ବାପା ଏ ସମାଜର ପ୍ରତ୍ୟେକଟି ଯୌତୁକ ଲୋଭୀ ,ଅର୍ଥ ପିପାସୁ ମଣିଷ ମାନଙ୍କର ମୁକାବିଲା କରିବି । ତମକୁ ଗୋଟିଏ କଥା ଦଉଛି କେବେବି ତମକୁ ସନ୍ତାନ ବିରହର କଷ୍ଟ ଅନୁଭବ କରେଇବିନି ,ମରିବା କୁ ହେବ ସେଇମାନଙ୍କୁ ,ଯେଉଁ ମାନେ ପ୍ରତିଟି ବାପାଙ୍କ ମୁହଁରୁ ହସ ଛଡ଼େଇ ନେଉଛନ୍ତି
Comments
Loading comments…