by Padmalaya Mishra ✓ · 28 Nov 2020
ଗାଆଁ ଘର ଶୂନ୍ୟ... ପ୍ରାୟ କେହି ଗାଆଁକୁ ଆସନ୍ତି ନାହିଁ । ରଇତ ମାନେ ଧାନ ଜମି ଚଷି, ବାଡ଼ି କଥା ବୁଝି ଚଳିଲେ । କେବେ କିଏ ଆସିଲେ ଗାଆଁ ବାଡ଼ି ପଇଡ଼ ପିଇ ଖୁସି ହେଇ ଯାଆନ୍ତି ।
Loading comments…
Loading comments…