by ମିତା ପଟନାୟକ ✓ · 25 Aug 2020
ମିତା ଶୁଣିଲା ବି ଢେର, ଆଜି ଏତିକି.. ବାକି କଥା ଆରଥରକୁ ମୋ ସୁନାଟା ପରା ହସିଲୁ ଟିକେ.. ହେଇ ତ ଓଦା ଆଖି ପୋଛି ହସୁଛୁ.. ହସୁଥା ଏମିତି ସବୁ ହତାଶାକୁ ହଜମ କରି ସକାଳେ ପରା ଅନେକ କାମ ଚାଲ ଫେରିବା ଆମ ଦୁନିଆକୁ
Loading comments…
Loading comments…