by Jayashree Maharana ✓ · 7 Oct 2020
ପାଞ୍ଚ ବର୍ଷ ତଳର ସମୀର ଆଉ ଆଜିର ସମୀର ମଧ୍ୟରେ ଆକାଶ ପାତାଳ ତଫାତ ।ମୁହଁ ବିଷର୍ଣ୍ଣ ।ଆଖି ଗୁଡିକ ଯେମିତି ଅନୁତାପରେ ଦଗ୍ଧ ।ଶରୀର ନିସ୍ତେଜ ପ୍ରାୟ । ଶିଖା ତୁମେ ମୋତେ ଚିହ୍ନିପାରୁନ ?କହି ଉଠିଲା ସମୀର ।
Loading comments…
Loading comments…