by Padmalaya Mishra ✓ · 9 Jun 2021
ବୋଉ-ବାପା ଉଭୟ ଉଭୟଙ୍କର ପରିପୁରକ ଥିଲେ । ବାପା ସୂର୍ଯ୍ୟ ପରି ପ୍ରଖର ଥିଲେ ଓ ବୋଉ ଜହ୍ନ ଥିଲା । ବାପାଙ୍କ ଆଲୋକ ତା ଉପରେ ପଡିଲା ପର୍ଯ୍ୟନ୍ତ ଛନଛନ ସୁଶୀତଳ ଥିଲା । ବାପା ଚାଲିଗଲା ପରେ ସେ ନା ଜହ୍ନ ରହିଲା, ନା ସୂର୍ଯ୍ୟ ହେଲା ।
Loading comments…
Loading comments…