by Priyadarshini Mishra ✓ · 1 Jun 2019
ଲୋକମାନେ ସୌମ୍ୟ ବାବୁଙ୍କ ଠାରୁ ଚାଉଳ ଓ ଟଙ୍କା ପାଇଥିଲେ ମଧ୍ୟ ତାଙ୍କ ଭଲ ମନ୍ଦ ବୁଝିପାରୁଥିବା ସାବି ନାନୀକୁ ହିଁ ଭୋଟ ଦେଇ ଜୟ ଯୁକ୍ତ କରାଇ ଥିଲେ। ଏହାହିଁ ପ୍ରକୃତ ଗଣତନ୍ତ୍ର। ଏହାହିଁ ପ୍ରକୃତ ଜନାଦେଶ।
Loading comments…
Loading comments…