by Prakas Tripathy ✓ · 4 Sept 2019
ହଠାତ ଜେଜେଙ୍କ ଠାରୁ ଏପରି ଏକ ପ୍ରସ୍ତାବ ଆସିବ ବୋଲି କେହି ବି ଆଶା କରି ନଥିଲେ। ତେଣୁ କିଛି ସମୟ ନୀରବତାରେ କଟିଗଲା । ଅନ୍ୟ ତିନି ଜେଜେ ତଳକୁ ମୁହଁ କରି ବସିଥାନ୍ତି ।
Loading comments…
Comments
Loading comments…