by Parameswar Ojha ✓ · 23 Dec 2019
୮୫ କିଲୋ ର ମଣିଷ ଟା ୫ ଟା ମଣିଷ ଙ୍କ ପାଇଁ ସରି ସରି କେତେବେଳେ ଯେ ୫୫ କିଲୋ ହୋଇଗଲା ସେ ନିଜେ ବି ଜାଣି ପାରିଲାନି । ସମସ୍ତ ଙ୍କୁ ତ ଦେଖୁ ଦେଖୁ ଅଣ୍ଟା ସଳଖି ବାକୁ ବେଳ ନାହିଁ ନିଜକୁ ବା ଦେଖିବ କେତେବେଳେ ?
Loading comments…
Loading comments…