by kamal kumar dash ✓ · 22 Mar 2022
ନୀଲେଶର ସାଙ୍ଗ ମାନେ କିନ୍ତୁ ଛାଡିବlର ଲୋକ ନଥିଲେ | ପ୍ରାୟ ଅଧ ଘଣ୍ଟାପରେ ନିଶl ସେ ଭଜନଟି ବୋଲିଲା ଓ ପୁରl କ୍ଲାସ ମନ୍ତ୍ର ମୁଗ୍ଧ ହୋଇ ଶୁଣିଲା | ତା ପରେ ନୀଲେଶର ଗୀତ ଗୁଡିକ ନିଶା ଗାଇଲା ଓ ଦି ଜଣଙ୍କ ଭିତରେ ବନ୍ଧୁତା ବଢିଗଲା |
Loading comments…
Loading comments…