by T.Durga Prasad Rao ✓ · 25 Jun 2019
ପ୍ରତିଥର ମୋର ଦୁଃସାହସକୁ ତୁମେ କେମିତି ଏତେ ଉଦାର ମନରେ ପ୍ରଶ୍ରୟ ଦେଲ। ମୋତେ ମନା ତ କରି ପାରିଥାନ୍ତ। ମୋର ସବୁ ଦୁର୍ବାର ଇଚ୍ଛାକୁ ତୁମ ଭଲ ପାଇବାର ଛାଟରେ ଆକଟ ତ କରି ପାରିଥାନ୍ତ। ସବୁ ତୁମ ପାଇଁ। ଆଇ ହେଟ୍ ୟୁ। ଆଇ ହେଟ୍ ୟୁ।
Loading comments…
Loading comments…