by ABhimanyu Panda ✓ · 12 Aug 2019
ଆରେ କଣ କହୁନୁ ଏ ଖବରକାଗଜ କଣ ଦଉଛୁ ? ତୋ ବାପା କଣ ତତେ ପାଠ ପଢ଼େଇନି ନିଜେ ପଢ଼େ , କୋହଭରା ସ୍ୱରରେ ଏତିକି କହି ମା' କୋଳରେ ମୁହଁ ମାଡ଼ି କଇଁ କଇଁ କାନ୍ଦିବାକୁ ଲାଗିଲା ପରୀ ।
Loading comments…
Loading comments…