by Anita Jena ✓ · 27 Jan 2021
ସେଦିନ ମୁକେଶ ଚାହା ପିଇ ସାରି ପିଲା ଟି ସେଠୁ ଗଲା ପରେ ଗାର୍ଡେନ କୁ ଯାଇ ପାଣି ଦେଉଥାନ୍ତି ଗଛ ରେ । ଏତିକି ବେଳେ ପାଖ ପଡିଶା ଘରୁ ଜୋର୍ ପାଟି ତୁଣ୍ଡ ଶୁଭା ଗଲା । ମୁକେଶ ଆଉ ଗୀତା ଦି ଜଣ ଯାକ ଧାଇଁ ଗଲେ ପଡିଶା ଘର ପ୍ରକାଶ ବାବୁ ଙ୍କ ଘରକୁ
Loading comments…
Loading comments…