by Satyabati Swain ✓ · 20 Mar 2021
ନିଷ୍ଠା ଆସିବାର ଚାରିଦିନ ପରେ ମିଷ୍ଟର ମହାନ୍ତି ସ୍ୱର୍ଗର ଠିକଣାକୁ ଆସି ପାଞ୍ଚ ଲକ୍ଷ ଟଙ୍କା ଡୋନେସନ୍ ଦେଇଥିଲେ । ପ୍ରତି ମାସରେ ଥରେ ଭିଜିଟ୍ କରି ଆସୁଥିଲେ । ନିଷ୍ଠା ଦୋଳି ପାଖେ ଟିକେ ଅଟକୁଥିଲେ । ତା ଗାଲ ଛୁଉଁଥିଲେ ।
Loading comments…
Loading comments…