by Narendra Prasad Behera ✓ · 11 Aug 2019
ରାଜା ଉଗ୍ରେସନ ଭୃତ୍ଯମାନଙ୍କୁ ଆଦେଶ ଦେଇ କହିଲେ, ଯାଅ,ସମୁଦ୍ର କୂଳରେ ପଥରରେ ଘଷି ଘଷି ଲୌହଖଣ୍ଡଟିକୁ ଶେଷ କରିଦିଅ,ଯେପରିକି ଏହାର କୌଣସି ଚିହ୍ନ ରହିବ ନାହିଁ । ଉଗ୍ରେସନଙ୍କ ଆଦେଶ ପାଳନ କରି ଭୃତ୍ଯମାନେ ଲୌହଖଣ୍ଡକୁ ପଥର ଉପରେ ଘର୍ଷଣ କରିବାକୁ ଲାଗିଲେ ।
Loading comments…
Loading comments…