by ଅନିଲ କୁମାର ଲେଙ୍କା ✓ · 4 Apr 2021
ଆଜି ନନ୍ଦିନୀର ଏ ଜୀବନରେ ରାଜ ନିକଟକୁ ଫେରିବାର କୌଣସି ସତ୍ୟତା ଦୃଷ୍ଟି ପରିଲକ୍ଷିତ ହେଉନାହିଁ । କିନ୍ତୁ ନନ୍ଦିନୀ ସ୍ମୃତିରେ ଆଜୀବନ ହସି ହସି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅତିବାହିତ କରିଦେବାକୁ ଠିକ୍ କରିଛି ରାଜ । 'ନନ୍ଦିନୀ ଆଇ ମିସ୍ ୟୁ'
Loading comments…
Loading comments…