by AMRITA PANI ✓ · 10 Apr 2019
ଓଷା ବ୍ରତ କରି ପୁଣ୍ୟ ଅର୍ଜନ କରିବା କଥା । ନହେଲେ ମଲା ପରେ ନର୍କ ଗାମୀ ହେବାକୁ ପଡ଼ିବ । ତେଣୁ ମୁଁ ଦିନ ରାତି ସେଇ ରାଧା ମାଧବ ଙ୍କ ସେବା ରେ ନିଜକୁ ଉତ୍ସର୍ଗ କରିଦେଇଛି । ସବୁ ତାହାରି ମାୟା । ରାଧେ କୃଷ୍ଣ ,ରାଧେ କୃଷ୍ଣ ।
Loading comments…
Loading comments…